www.samajalive.in
Monday, December 8, 2025
24.1 C
Bhubaneswar

ଡବଲ ଇଞ୍ଜିନ ସରକାର ଅର୍ଥ ବେକାରଙ୍କ ଉପରେ ଡବଲ ବୋଝ – ରାହୁଲ ଗାନ୍ଧୀ

​ଡେସ୍କ: କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ଆଜି ଉତ୍ତର ପ୍ରଦେଶର ୩ ଜଣଙ୍କ ମଧ୍ୟରୁ ଜଣେ ଯୁବକ ବେକାର ଅଛନ୍ତି। ସେ କହିଛନ୍ତି, ଯେଉଁଠି ଦେଢ଼ ଲକ୍ଷରୁ ଅଧିକ ସରକାରୀ ପଦବୀ ଖାଲି ପଡ଼ିଛି, ସେଠାରେ ସର୍ବନିମ୍ନ ଯୋଗ୍ୟତା ଥିବା ପଦବୀ ପାଇଁ ମଧ୍ୟ ସ୍ନାତକ, ସ୍ନାତକୋତ୍ତର ଓ ପିଏଚଡ଼ି ଧାରୀ ଚାକିରୀ ପାଇଁ ଅପେକ୍ଷା କରିଛନ୍ତି।

କୁକୁର ବୁଦ୍ଧି ଯୋଗୁ ବଞ୍ଚିଗଲା ପରିବାରର ଜୀବନ, ଆଶ୍ଚର୍ଯ୍ୟ କରିବ ଭିଡିଓ

- Advertisement -

ରାହୁଲ ବିଜେପି ସରକାରଙ୍କ ନୀତିକୁ ସମାଲୋଚନା କହିଛନ୍ତି, ପ୍ରଥମତଃ ନିଯୁକ୍ତି ପାଇବା ଏକ ସ୍ୱପ୍ନ, ଯଦି ନିଯୁକ୍ତି ବାହାରିବ, ତେବେ ପ୍ରଶ୍ନପତ୍ର ଲିକ୍ ଏବଂ ଦୀର୍ଘ ସମୟ ଅପେକ୍ଷା ପରେ ମଧ୍ୟ ଅନେକ ସମୟରେ ଚାକିରୀ ଖଣ୍ଡେ ପାଇବା ପାଇଁ କୋର୍ଟଙ୍କ ନିଷ୍ପତ୍ତି ଅପେକ୍ଷା।

ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ: ଜୟସ୍ବାଲ୍‌ଙ୍କ ଦ୍ବିଶତକ

ସେନାଠାରୁ ଆରମ୍ଭ କରି ରେଳବାଇ ଏବଂ ଶିକ୍ଷାଠାରୁ ଆରମ୍ଭ କରି ପୁଲିସ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ବର୍ଷ ବର୍ଷ ଧରି ନିଯୁକ୍ତି ପାଇଁ ଅପେକ୍ଷା କରି ରହିଛନ୍ତି। ନିରାଶାର ଏହି ଚକ୍ରାନ୍ତରେ ଫସି ରହିଥିବା ଛାତ୍ରଛାତ୍ରୀ ଅବସାଦର ଶିକାର ହେଉଥିବା ସେ କହିଛନ୍ତି। ଯେତେବେଳେ ନିଜ ଦାବି ନେଇ ସେମାନେ ରାସ୍ତାକୁ ଓହ୍ଲାନ୍ତି, ସେତେବେଳେ ସେମାନଙ୍କୁ ପୁଲିସ ଲାଠି ମାଡ଼ ଖାଇବାକୁ ପଡେ ବୋଲି ସେ କହିଛନ୍ତି। ସେ କହିଛନ୍ତି, କଂଗ୍ରେସର ନୀତି ଯୁବପିଢ଼ିଙ୍କ ସ୍ୱପ୍ନକୁ ନ୍ୟାୟ ଦେବ, ଆମେ ସେମାନଙ୍କ ତପସ୍ୟାକୁ ବ୍ୟର୍ଥ ହେବାକୁ ଦେବୁ ନାହିଁ।

ଚଳଚ୍ଚିତ୍ର ନିର୍ମାତା ରାଜକୁମାର ସନ୍ତୋଷୀଙ୍କୁ ୨ ବର୍ଷ ଜେଲ୍‌

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories