ଚଳଚ୍ଚିତ୍ର ନିର୍ମାତା ରାଜକୁମାର ସନ୍ତୋଷୀଙ୍କୁ ୨ ବର୍ଷ ଜେଲ୍
ନୂଆଦିଲ୍ଲୀ: ବଲିଉଡ଼ ଚଳଚ୍ଚିତ୍ର ନିର୍ମାତା ରାଜକୁମାର ସନ୍ତୋଷୀଙ୍କୁ ୨ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି। ଚେକ୍ ବାଉନ୍ସ ମାମଲାରେ ଗୁଜରାଟର ଜାମନଗରସ୍ଥିତ ଅଦାଲତ ନିର୍ମାତାଙ୍କୁ ୨ ବର୍ଷ ଜେଲ୍ ଦଣ୍ଡାଦେଶ ସହ ୨ କୋଟି ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଅପରପକ୍ଷେ, ଏହି ଦଣ୍ଡାଦେଶ ବିରୋଧରେ ଆବେଦନ କରିବା ପାଇଁ ଅଦାଲତ ସନ୍ତୋଷୀଙ୍କୁ ୩୦ ଦିନ ସମୟ ଦେଇଛନ୍ତି। ଅଭିଯୋଗ ଅନୁସାରେ, ଶିଳ୍ପପତି ତଥା ପରିବହନ ବ୍ୟବସାୟୀ ଅଶୋକ ଲାଲ୍ ଗୋଟିଏ ଚଳଚ୍ଚିତ୍ର ପାଇଁ ସନ୍ତୋଷୀଙ୍କୁ ୧ … Continue reading ଚଳଚ୍ଚିତ୍ର ନିର୍ମାତା ରାଜକୁମାର ସନ୍ତୋଷୀଙ୍କୁ ୨ ବର୍ଷ ଜେଲ୍
Copy and paste this URL into your WordPress site to embed
Copy and paste this code into your site to embed