www.samajalive.in
Saturday, December 6, 2025
17.1 C
Bhubaneswar

ବାହୁବଳୀ ଭୂମିକାରେ ଡୋନାଲ୍ଡ ଟ୍ରମ୍ପ; ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଦୁଇ ଦିନିଆ ଭାରତ ଗସ୍ତରେ ଆସୁଥିବା ବେଳେ ସେ ଏବେ ସୋସିଆଲ ମିଡିଆରେ ଟ୍ରୋଲ ହୋଇଛନ୍ତି। ଟ୍ରମ୍ପଙ୍କ ଚେହେରା ଥିବା ବାହୁବଳୀ ଫିଲ୍ମର ଏକ ଭିଡିଓ ଦ୍ରୁତ ଗତିରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଟ୍ରମ୍ପ ବାହୁବଳୀ ଭୂମିକାରେ ନଜର ଆସିଛନ୍ତି। ଭିଡିଓଟକୁ ଏଡିଟ୍ କରାଯାଇ ଟ୍ରମ୍ପଙ୍କ ଚେହେରା ବ୍ୟବହାର କରାଯାଇଛି।

ଏହି ଭିଡିଓକୁ ଟ୍ରମ୍ପ ନିଜେ ଟୁଇଟର ଆକାଉଣ୍ଟରେ ସେୟାର କରି ଲେଖିଛନ୍ତି ଯେ, ଭାରତରେ ନିଜ ବନ୍ଧୁଙ୍କୁ ଭେଟିବାକୁ ମୁଁ ବ୍ୟାକୁଳ।


ସୂଚନାଯୋଗ୍ୟ, ଏହା ପୂର୍ବରୁ ଟ୍ରମ୍ପ ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଶୁଭ ମଙ୍ଗଳ ଜ୍ୟାଦା ସାବଧାନ’ର ପ୍ରଶଂସା କରିଥିଲେ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories