www.samajalive.in
Sunday, December 14, 2025
17.1 C
Bhubaneswar

 ଧବଳେଶ୍ୱର-ସର୍ପେଶ୍ୱରଙ୍କ ତ୍ରୟୋଦଶୀ ଦୋଳମେଲଣ ଅନୁଷ୍ଠିତ

ଗୁରୁଡିଝାଟିଆ-  ମଞ୍ଚେଶ୍ୱର ପଞ୍ଚାୟତର ବ୍ରାହ୍ମଣବସ୍ତରେ ତ୍ରୟୋଦଶୀ ଦୋଳ ମେଲଣ ଅନୁଷ୍ଠିତ ହୋଇଯାଇଛି ।

 

- Advertisement -

ମହାପ୍ରଭୂ ଧବଳେଶ୍ୱର ଓ ସର୍ପେଶ୍ୱରଙ୍କ ଏକାଦଶୀ ଦୋଳ ମେଳଣ ରେ କଖଡି,କାପ୍ତାବରାଇ, ଘଣ୍ଟିଖାଲ, ବ୍ରାହ୍ମଣବସ୍ତ, ଜେନାପୁର, ନାରଙ୍ଗବସ୍ତ ଆଦି ଗ୍ରାମାମାନଙ୍କୁ ବିମାନରୁଢ ଦିଅଁ ଙ୍କ ସହିତ ପ୍ରଭୂ ଧବଳେଶ୍ୱର ଓ ସର୍ପେଶ୍ୱରଙ୍କ ବିମାନରୁଢ ଦିଅଁଙ୍କୁ ଶାସ୍ତ୍ରୀୟ ବିଧିମୁତାବକ ପୂଜା କରାଯାଇଥିଲା । ସମସ୍ତ ବିମାନରୁଢ ଦିଅଁ ଗ୍ରାମ ପରିକ୍ରମା କରିବା ସମୟରେ ଭୋଗ ଅର୍ପଣ କରାଯାଇଥିଲା ।

ଧବଳେଶ୍ୱର ସଂକୀର୍ତ୍ତନ ମହାମଣ୍ଡଳର ୧୮ଟି ଦଳ ସଂକୀର୍ତ୍ତନ ପରିବେଷଣ କରିଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories