www.samajalive.in
Friday, December 5, 2025
26.1 C
Bhubaneswar

ଅନୁସୂଚିତ ଜାତି ସମ୍ପ୍ରଦାୟକୁ ଆକ୍ଷେପ କରି ସାଂସଦ ଗିରଫ

ଚେନ୍ନାଇ: ଅନୁସୂଚିତ ଜାତି ସମ୍ପ୍ରଦାୟ ପ୍ରତି ଆକ୍ଷେପମୂଳକ ମନ୍ତବ୍ୟ ଦେଇ ଡିଏମକେ(ଦ୍ରାବିଡ ମୁନେତ୍ର କଡ଼ଗମ) ସାଂସଦ ଆର.ଏସ. ଭାରତୀ ଗିରଫ ହୋଇଛନ୍ତି। ଚେନ୍ନାଇ ପୁଲିସ ଶନିବାର ସକାଳେ ତାଙ୍କୁ ଗିରଫ କରିଛି। ଅନୁସୂଚିତ ଜାତି ସମ୍ପ୍ରଦାୟ ପ୍ରତି ବିଦ୍ଵେଷପୂର୍ଣ୍ଣ ଭାଷଣ ଦେଇଥିବା ନେଇ ଗତ ଫେବୃୟାରୀ ୧୪ ତାରିଖରେ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା।

ସୂଚନା ମୁତାବକ, ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ୧୯୮୯ ଅନୁସୂଚିତ ଜାତି ଓ ଜନଜାତି(ଅତ୍ୟାଚାର ନିବାରଣ) ଅଧିନିୟମ ଅଧୀନରେ ୨ଟି ଥାନାରେ ମାମଲା ରୁଜୁ ହୋଇଥିଲା।

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories