BJD Bijuli 480×75 Mob

କଣ୍ଟାବାଞ୍ଜିରେ ବିଜେପିର ପରିବର୍ତ୍ତନ ସମାବେଶ

BJD Bijuli 480×75 Mob

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଠାରେ ବିଜେପି ପକ୍ଷରୁ ପରିବର୍ତ୍ତନ ସମାବେଶ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ବିଜେପିକୁ ବିଜୟୀ କରିବା ସହ ନବୀନକୁ ହରାଇବା ପାଇଁ ଆହ୍ୱାନ ଦେଇଥିଲେ। ମଞ୍ଚରେ ସାଂସଦ ପ୍ରାର୍ଥୀ ସଂଗୀତା କୁମାର ସିଂ ଦେଓ, ବିଜେପି ବିଧାୟକ ପ୍ରାର୍ଥୀ ଲକ୍ଷ୍ମଣ ବାଗ, ଜିଲା ବିଜେପି ସଭାପତି ଶିବାଜୀ ମହାନ୍ତି ପ୍ରମୁଖ ମଞ୍ଚାସିନ ଥିଲେ।

Comments are closed.