www.samajalive.in
Tuesday, November 18, 2025
27.1 C
Bhubaneswar

୧୫ଟି ବିମାନବନ୍ଦରରେ ମିଳୁଛି ଡିଜିଯାତ୍ରା ସେବା

ଡେସ୍କ: ଦେଶର ୧୫ଟି ବିମାନବନ୍ଦରରେ ମିଳୁଛି ଡିଜିଯାତ୍ରା ସେବା। ଆଜି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜରାପୁ ରାମ ମୋହନ ନାଇଡୁ କହିଛନ୍ତି ଯେ ଦେଶର ୧୫ଟି ବିମାନବନ୍ଦରରେ ଡିଜିଯାତ୍ରା କାର୍ଯ୍ୟକାରୀ ହୋଇଛି। ଆଜି ଲୋକସଭାରେ ପ୍ରଶ୍ନକାଳରେ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ନାଇଡୁ କହିଛନ୍ତି, ବିମାନବନ୍ଦରରେ ଯାତ୍ରୀଙ୍କ ପାଇଁ ଡିଜିଯାତ୍ରାର ସୁବିଧା ନିରବଚ୍ଛିନ୍ନ ଭାବେ ଯୋଗାଇ ଦିଆଯାଉଛି। ଡିଜିଯାତ୍ରାର ସୁବିଧା ଆହୁରି ୧୨ଟି ବିମାନବନ୍ଦରକୁ ବୃଦ୍ଧି କରାଯିବ ବୋଲି ସେ କହିଛନ୍ତି।

ନୌସେନା ଜାହାଜ-ମତ୍ସ୍ୟଜୀବୀ ଡଙ୍ଗା ଧକ୍କା – ଜଣେ ମୃତ, ଅନ୍ୟଜଣେ ନିଖୋଜ

Hot this week

ବିମାନ ୩ ଘଣ୍ଟା ବିଳମ୍ବ, ପୁଣେ ବିମାନବନ୍ଦରରେ ତିକ୍ତତା

ପୁଣେ, ୧୮ା୧୧: ପୁଣେ ବିମାନବନ୍ଦରରେ ମଙ୍ଗଳବାର ଇଣ୍ଡିଗୋର ପୁଣେ-ଦିଲ୍ଲୀ ବିମାନ(୬ଇ ୬୭୬୩)...

ମୃତଦେହ ଝୁଣି ଖାଉଛି କୁକୁର

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରେ ମଣିଷ ଶରୀରକୁ ଝୁଣି ଖାଉଛି କୁକୁର। ବିଲ...

ଗୁରୁବାର ଶପଥ ନେବେ ନୀତିଶ

ସମାଜ ଲାଇଭ ଡ଼େସ୍କ : ବିହାରର ଦଶମ ମୁଖ୍ୟମନ୍ତ୍ରୀ ଭାବେ ଆଗାମୀ...

୫୦ କୋଟିରେ ତିଆରି ହେଲା ମୁଖ୍ୟାଳୟ, ବୈଠକ ଗୃହ କରିବାକୁ ଭୁଲିଗଲେ

ସମାଜଲାଇଭ ଡେସ୍କ: ୫୦ କୋଟି ଖର୍ଚ୍ଚ କରି ମୁଖ୍ୟାଳୟ ତିଆରି କଲେ।...

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ହଟାଇବା ଲାଗି ଚାଲିଛି ପ୍ରକ୍ରିୟା: ଆଇନ ମନ୍ତ୍ରୀ

ଭଦ୍ରକ : ବାଂଲାଦେଶୀ ସନ୍ଦେହରେ ଭଦ୍ରକରେ ୧୭ ଜଣଙ୍କୁ ଅଟକ ରଖାଯାଇଛି।...

Related Articles

Popular Categories