ସ୍ୱାଧୀନତା ଦିବସରେ ଲଦାଖରେ ତ୍ରିରଙ୍ଗା ଉଡାଇବେ ଧୋନୀ
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଲେଫ୍ଟନାଣ୍ଟ କର୍ଣ୍ଣେଲ ମହେନ୍ଦ୍ର ସିଂହ ଧୋନୀ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି। ଜମ୍ମୁ କାଶ୍ମୀର ସହ ମିଶି ରହିଥିବା ଲଦାଖ ଅଲଗା ହୋଇ କେନ୍ଦ୍ରଶାସିତ ଅଞ୍ଚଳ ମାନ୍ୟତା ପାଇବା ପରେ ପ୍ରଥମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି। ଏହି ଅବସରରେ ଧୋନୀ ସେଠାରେ ତ୍ରିରଙ୍ଗା ଉଡାଇବେ ଭାରତୀୟ ସେନାର ଜଣେ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି।
Popular Categories




