www.samajalive.in
Tuesday, November 18, 2025
27.1 C
Bhubaneswar

ଆଇଏସଆଇଏସ ଆତଙ୍କବାଦୀ ଗିରଫ; ପୁଣେ ପୁଲିସ ହେପାଜତରୁ ଖସି ପଳାଇଥିଲା

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପୂର୍ବରୁ ଦିଲ୍ଲୀରୁ ଗିରଫ ହୋଇଛି ଆଇଏସଆଇଏସ ଆତଙ୍କବାଦୀ। ଇସଲାମିକ୍‌‌ ଷ୍ଟେଟ୍‌‌ ର ଆତଙ୍କୀ ରିଜୱାନ୍‌‌ ଅବଦୁଲ୍‌‌ ହଜି ଅଲ୍ଲୀକୁ ଗିରଫ କରିଛି ଦିଲ୍ଲୀ ପୁଲିସ। ଦିଲ୍ଲୀ-ଫରିଦାବାଦ ସୀମାରୁ ଅସ୍ତ୍ରଶସ୍ତ୍ର ସହିତ ଧରାପଡିଛି ଆତଙ୍କୀ ରିଜୱାନ୍‌‌। ୨୦୨୩ ମସିହାରେ ପୁଣେ ପୁଲିସ ହେପାଜତରେ ଥିବାବେଳେ ସେଠାରୁ ଖସି ପଳାଇଥିଲା ରିଜୱାନ୍‌‌। ଏନଆଇଏର ତାଲିକାରେ ମୋଷ୍ଟ ୱାଣ୍ଟେଡ ଥିଲା ରିଜୱାନ। ଫଳରେ ତାକୁ ଧରିବା ପାଇଁ ୩ଲକ୍ଷର ପୁରସ୍କାର ରାଶି ଘୋଷଣା ହୋଇଥିଲା। ଦେଶରେ ଆତଙ୍କବାଦୀଙ୍କ ନେଟୱାର୍କକୁ ସମାପ୍ତ କରିବା ପାଇଁ ସୁରକ୍ଷା ଏଜେନ୍ସିଙ୍କ ଦ୍ୱାରା କରାଯାଉଥିବା ପ୍ରୟାସରେ ଏହି ଗିରଫଦାୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ରିଜୱାନ ସମ୍ପର୍କରେ ଅଧିକ ତଥ୍ୟ ପାଇଁ ଅନୁସନ୍ଧାନ ଜାରି ରହିଛି।

Hot this week

ବିମାନ ୩ ଘଣ୍ଟା ବିଳମ୍ବ, ପୁଣେ ବିମାନବନ୍ଦରରେ ତିକ୍ତତା

ପୁଣେ, ୧୮ା୧୧: ପୁଣେ ବିମାନବନ୍ଦରରେ ମଙ୍ଗଳବାର ଇଣ୍ଡିଗୋର ପୁଣେ-ଦିଲ୍ଲୀ ବିମାନ(୬ଇ ୬୭୬୩)...

ମୃତଦେହ ଝୁଣି ଖାଉଛି କୁକୁର

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରେ ମଣିଷ ଶରୀରକୁ ଝୁଣି ଖାଉଛି କୁକୁର। ବିଲ...

ଗୁରୁବାର ଶପଥ ନେବେ ନୀତିଶ

ସମାଜ ଲାଇଭ ଡ଼େସ୍କ : ବିହାରର ଦଶମ ମୁଖ୍ୟମନ୍ତ୍ରୀ ଭାବେ ଆଗାମୀ...

୫୦ କୋଟିରେ ତିଆରି ହେଲା ମୁଖ୍ୟାଳୟ, ବୈଠକ ଗୃହ କରିବାକୁ ଭୁଲିଗଲେ

ସମାଜଲାଇଭ ଡେସ୍କ: ୫୦ କୋଟି ଖର୍ଚ୍ଚ କରି ମୁଖ୍ୟାଳୟ ତିଆରି କଲେ।...

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ହଟାଇବା ଲାଗି ଚାଲିଛି ପ୍ରକ୍ରିୟା: ଆଇନ ମନ୍ତ୍ରୀ

ଭଦ୍ରକ : ବାଂଲାଦେଶୀ ସନ୍ଦେହରେ ଭଦ୍ରକରେ ୧୭ ଜଣଙ୍କୁ ଅଟକ ରଖାଯାଇଛି।...

Related Articles

Popular Categories