ତୁସାଦ ସଂଗ୍ରହାଳୟରେ ଦୀପିକା

0

ନୂଆଦିଲ୍ଲୀ : ବଲିଉଡର ଆଗଧାଡିର ନାୟିକା ଦୀପିକା ପାଦୁକୋନ ଏବେ ମାଡାମ ତୁସାଦ ସଂଗ୍ରହାଳୟରେ ସ୍ଥାନ ପାଇବାକୁ ଯାଉଛନ୍ତି । ଲଣ୍ଡନ ସ୍ଥିତ ମାଡାମ ତୁସାଦ ସଂଗ୍ରହାଳୟରେ ଖୁବଶୀଘ୍ର ଦୀପିକା ପାଦୁକୋନଙ୍କ ମହମ ପ୍ରତିମୂର୍ତ୍ତି ସ୍ଥାନ ପାଇବାକୁ ଯାଉଛି । ଏବେ ସେ ଲଣ୍ଡନରେ ଅଛନ୍ତି । ସେଠି ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ତାଙ୍କ ଶରୀରର ମାପ ନିଆଯାଇଛି । ଏହି ସଂଗ୍ରହାଳୟରେ କେବଳ ବିଶ୍ଵ ପ୍ରସିଦ୍ଧ ଲୋକ ମାନଙ୍କର ପ୍ରତିମୂର୍ତ୍ତି ସ୍ଥାନ ପାଇଥାଏ ।

Leave A Reply