www.samajalive.in
Saturday, December 6, 2025
23.1 C
Bhubaneswar

ଡିସେମ୍ବର ମାସର ପର୍ବପର୍ବାଣୀ

ଡିସେମ୍ବର ମାସ ଆରମ୍ଭ ହୋଇଛି। ଏହି ମାସ ବର୍ଷର ଶେଷ ମାସ ଅଟେ। ଡିସେମ୍ବର ମାସରେ ଅନେକ ପର୍ବପର୍ବାଣୀ ରହିଛି। ଏହି ମାସରେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଦିନ ପାଳନ କରାଯାଇଥାଏ। ଆସନ୍ତୁ ଜାଣିବା ଡିସେମ୍ବର ମାସରେ କେଉଁ ପର୍ବ କେବେ ପାଳନ କରାଯିବ।

ଡିସେମ୍ବର ୩ – ଉତ୍ପନା ଏକାଦଶୀ

- Advertisement -

ଡିସେମ୍ବର ୫ – ଶିବ ଚତୁର୍ଦ୍ଦଶୀ

ଡିସେମ୍ବର ୬ – ଦେବ ଦୀପାବଳୀ ଆରମ୍ଭ

ଡିସେମ୍ବର ୭ – ଅମାବାସ୍ୟା

ଡିସେମ୍ବର ୮ – ଦେବ ବୀପାବଲ୍ୟୁତ୍ସବ ସମାପ୍ତି ଓ ଚନ୍ଦ୍ର ଦର୍ଶନ

ଡିସେମ୍ବର ୯ – ରମ୍ଭା ତୃତୀୟା

ଡିସେମ୍ବର ୧୦ – ଶରଣ ଶେଷ

ଡିସେମ୍ବର ୧୨ – କୁରାଳ ପଞ୍ଚମୀ

ଡିସେମ୍ବର ୧୩ – ଓଢଣ ଓ ପ୍ରାବରଣ ଷଷ୍ଠୀ

ଡିସେମ୍ବର ୧୫ – ମାସାନ୍ତ ଓ ଶରଣ ଶେଷ

ଡିସେମ୍ବର ୧୬ – ଧନୁ ସଂକ୍ରାନ୍ତି , ପହିଲି ଭୋଗ ଓ ହଳ ନିଷେଧ

ଡିସେମ୍ବର ୧୯ – ମୋକ୍ଷଦା ଏକାଦଶୀ

ଡିସେମ୍ବର ୨୦ – ବ୍ୟଞ୍ଜନ ଦ୍ବାଦଶୀ, ଗୀତା ଜୟନ୍ତି ଓ ଅନଙ୍ଗ ତ୍ରୟୋଦଶୀ

ଡିସେମ୍ବର ୨୧ – ଶିବ ଚତୁର୍ଦ୍ଦଶୀ ଉପବାସ ଓ ବେଢା ପରିକ୍ରମା

ଡିସେମ୍ବର ୨୨ – ପଣ୍ଡୁ ପୂର୍ଣ୍ଣିମା ଓ ଚନ୍ଦ୍ରପୂଜା

ଡିସେମ୍ବର ୨୪ – ଦାଣ୍ଡ ପହଁରା ଓ ବାଟ ଓଷା

ଡିସେମ୍ବର ୨୫ – ଯୀଶୁଖ୍ରୀଷ୍ଟଙ୍କ ଜନ୍ମ (ବଡ ଦିନ)

ଡିସେମ୍ବର ୨୯ – ସାମନ୍ତ ଚନ୍ଦ୍ରଶେଖରଙ୍କ ଜୟନ୍ତୀ

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories