ମୟୂରଭଞ୍ଜ: ଡାକ୍ତରଙ୍କ ଅବହେଳା ହେତୁ ଜଣେ ପ୍ରସୂତି ମହିଳାଙ୍କ ମୃତ୍ୟୁ ହୋଇଛି। ଏପରି ଘଟଣା ଦେଖିବାକୁ ମିଳିଛି ବାରିପଦାସ୍ଥିତ ଉଦଳା ଡାକ୍ତରଖାନାରେ। ମୃତ ମହିଳା ଜଣକ ହେଲେ ରଶ୍ମିତା ମହାପାତ୍ର (୨୪)। ମହିଳାଙ୍କ ପରିବାର ଲୋକେ ମେଡିକାଲ ସମ୍ମୁଖରେ ମୃତଦେହ ରଖି କ୍ଷତିପୂରଣ ଦାବିରେ କରିଛନ୍ତି। ଏହାସହ ଡାକ୍ତରଙ୍କ ବଦଳି ମଧ୍ୟ ଦାବି କରିଛନ୍ତି।
Popular Categories



