ବିଦ୍ୟୁତ ଆଘାତରେ ଜଣେ ମୃତ

0

ବାଲେଶ୍ବର : ବିଦ୍ୟୁତ ତାର ଲାଗି ଜଣଙ୍କର ମୃତ୍ୟୁ ହୋଇଯାଇଛି। ଏପରି ଅଭାବନୀୟ ଘଟଣା ବାଲେଶ୍ବର ଜିଲା ସରଶଙ୍ଖ ନିକଟରେ ଘଟିଛି। ଜଣେ ଯୁବକ ଏକ ପିକଅପ ଭ୍ୟାନରେ କାଠ ବୋଝେଇ କରୁଥିବା ବେଳେ ୧୧କେଭି ତାର ସଂସ୍ପର୍ଶରେ ଆସିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି।

 

Leave A Reply