www.samajalive.in
Saturday, December 6, 2025
26.1 C
Bhubaneswar

ଶ୍ରୀ ଗୁଣ୍ଡିଚା ଯାତ୍ରା ନେଇ ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରର ପ୍ରସ୍ତୁତି

ଭୁବନେଶ୍ୱର: ଦୂରଦର୍ଶନ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ଆସନ୍ତା ଶ୍ରୀ ଗୁଣ୍ଡିଚା ଯାତ୍ରା ନେଇ ବ୍ୟାପକ ବ୍ୟବସ୍ଥା ହୋଇଥିବା ଜଣାପଡିଛି। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନାଦେଇ ଭୁବନେଶ୍ୱର ଦୂରଦର୍ଶନ ଇଞ୍ଜିନିୟରିଂ ବିଭାଗ ଉପମହାନିର୍ଦ୍ଦେଶକ ଧ୍ରୁବ ନନ୍ଦ ଏବଂ କାର୍ଯ୍ୟକ୍ରମ ମୁଖ୍ୟ ନୀଳାଦ୍ରି ମୋହନ ଶତପଥୀ କହିଛନ୍ତି ଯେ, ଜୁଲାଇ ୪ରେ ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରାର ସିଧା ପ୍ରସାରଣ ଦୂରଦର୍ଶନର ଓଡ଼ିଆ ଚ୍ୟାନେଲ ସମେତ ଡିଡି ନେସନାଲ, ଡିଡି ଭାରତୀ, ଡିଡି ଇଣ୍ଡିଆ ଏବଂ ଡିଡି ବଙ୍ଗଳାରେ ସକାଳ ୮ଟା ୩୦ମିନିଟରୁ ହେବ।

ଚଳିତ ଥର ଦୂରଦର୍ଶନ ପକ୍ଷରୁ ରଥଯାତ୍ରା ସିଧା ପ୍ରସାରଣ ସମୟରେ ଦର୍ଶକମାନେ ରଥ ଯାତ୍ରା ଏବଂ ଶ୍ରୀ ଜଗନ୍ନାଥ ତତ୍ତ୍ୱ ଓ ଦର୍ଶନ ସମ୍ପର୍କିତ ପ୍ରଶ୍ନର ଉତ୍ତର ପାଇପାରିବେ। ଏଥିପାଇଁ ଦର୍ଶକମାନେ ହ୍ଵାଟ୍ସଆପ ନମ୍ବର ୯୪୩୯୧୬୭୩୯୨ରେ ପ୍ରଶ୍ନ ଟାଇପ କରି ପଠାଇବାକୁ ପଡିବ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories