ଇସଲାମାବାଦ : ପାକିସ୍ତାନର ଦୁର୍ନୀତି ବିରୋଧୀ ସଂସ୍ଥା ଏକ ଭ୍ରଷ୍ଟାଚାର ମାମଲାରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀଙ୍କୁ ସୋମବାର ଗିରଫ କରିଛି । ପୂର୍ବରୁ ଅନ୍ୟ ଏକ ମାମଲାରେ ମଧ୍ୟ ସେ ପୁଲିସ ହେପାଜତରେ ଅଛନ୍ତି । ନିଜ ଭଉଣୀ ସହ ମିଶି ୧୫୦ ନିୟୁତ ଅବୈଧ କାରବାର ମାମଲାରେ ତାଙ୍କ ଜାମିନ ନାମଞ୍ଜୁର ହେବା ପରେ ଅନ୍ୟ ଏକ କଳାଧନ କାରବାର ମାମଲାରେ ଜର୍ଦ୍ଦାରୀଙ୍କୁ ଗିରଫ କରାଯାଇଛି।
ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ ଗିରଫ
Popular Categories



