mission shakti banner

ପଇତା ଲାଗି ନୀତି ପାଇଁ  ଶ୍ରୀମନ୍ଦିରରେ  ୪ ଘଣ୍ଟା ପାଇଁ ଦର୍ଶନ ବନ୍ଦ

nua o banner
0

ପୁରୀ: ସୋମବାରରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ସ୍ୱତନ୍ତ୍ର ପଇତା ଲାଗି ନୀତି ଅନୁଷ୍ଠିତ ହୋଇଛି । ଏହି ଅବସରରେ ସାଧାରଣ ଦର୍ଶନ ୪ ଘଣ୍ଟା ପାଇଁ ବନ୍ଦ । ଦିନ ୩ଟାରୁ ସନ୍ଧ୍ୟା ୭ ମଧ୍ୟରେ ଏହି ନୀତି ସମ୍ପାଦିତ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଥିଲା । ଏହା ଏକ ସ୍ୱତନ୍ତ୍ର ନୀତି ।  ସନ୍ଧ୍ୟା ୭ ଟା ପରେ ପୁଣି ସାଧାରଣ ଭାବେ ଦର୍ଶନ ଅନୁଷ୍ଠିତ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply