www.samajalive.in
Monday, December 8, 2025
24.1 C
Bhubaneswar

ଭାରତ-ଅଷ୍ଟ୍ରେଲିଆ ସେମି ଫାଇନାଲ; ବ୍ୟାଟିଂ କରିବ ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ : ଆଜି ଆଇସିସି ଚମ୍ପିଆନ ଟ୍ରଫି ୨୦୨୫ରେ ଦୁଇ ଦେଶର ମହାମୁକାବିଲା । ଦୁବାଇରେ ଭାରତ-ଅଷ୍ଟ୍ରେଲିଆ ସେମି ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେଉଛି । ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ । ବୋଲିଂ କରିବ ଭାରତ । ପ୍ଲେଇଂ ଇଲେଭେନରେ କୌଣସି ପରିବର୍ତ୍ତନ କରିନି ଭାରତ । ଅଷ୍ଟ୍ରେଲିଆ ଦଳରେ ୨ ପରିବର୍ତ୍ତନ ହୋଇଥିବା ବେଳେ ତନବୀର,କୁପର ସାମିଲ ହୋଇଛନ୍ତି । ସ୍ପିନରଙ୍କୁ ଉଭୟ ଦଳ ଭରସା କରିଛନ୍ତି ।
ସୂଚନାଯୋଗ୍ୟ; ଚମ୍ପିଆନ୍‌ସ ଟ୍ରଫି ଇତିହାସରେ ଅଷ୍ଟ୍ରେଲିଆ ଓ ଭାରତ ଦୁଇ ସଫଳତମ ଦଳ। ଉଭୟ ଦଳ ୨ ଥର ଲେଖାଏଁ ଚମ୍ପିଆନ୍ ହୋଇଛନ୍ତି। ତେଣୁ କ୍ରିକେଟ୍‌ ଦୁନିଆର ଏହି ଦୁଇ ମହାଶକ୍ତି ମଧ୍ୟ‌େ​‌ର ଲଢ଼େଇକୁ ସାରା ବିଶ୍ବ ଅପେକ୍ଷା କରିଛି।

ମାର୍ଚ୍ଚ ୫ରେ ଗଜକେସରୀ ରାଜଯୋଗ: ଏହି ରାଶିଙ୍କ ଆଉ ରହିବନି ଚିନ୍ତା, ହଠାତ୍‌ ହେବେ ଧନୀ, କିଣିବେ ଭୂମି,ଯାନ..

ଦେଖନ୍ତୁ ଭିଡିଓ; ରାସ୍ତାରେ ଯାଉଥିଲେ ଯୁବକ, ହଠାତ୍‌ ସାମ୍ନାକୁ ଆସିଲା ମହାବଳ ବାଘ, ତା’ପରେ..

- Advertisement -

ବାସି ହେବା ପରେ ଭୁଲ୍‌ରେ ବି ଖାଆନ୍ତୁ ନାହିଁ ଏହି ଖାଦ୍ୟ; ଶରୀର ପାଇଁ ବିଷ ସଦୃଶ..

 

 

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories