ବାସି ହେବା ପରେ ଭୁଲ୍‌ରେ ବି ଖାଆନ୍ତୁ ନାହିଁ ଏହି ଖାଦ୍ୟ; ଶରୀର ପାଇଁ ବିଷ ସଦୃଶ..

ଖାଦ୍ୟ ସର୍ବଦା ସତେଜ ଥିବା ଅବସ୍ଥାରେ ଖାଇବାକୁ ପରାମର୍ଶ ଦିଆଯାଏ । ମାତ୍ର ଅନେକ ସମୟରେ ସମୟ ବଞ୍ଚାଇବାକୁ ଓ ଖାଦ୍ୟ ନଷ୍ଟ ନକରିବା ପାଇଁ ବାସୀ ଖାଦ୍ୟ ମଧ୍ୟ ସେବନ କରି ଥାନ୍ତି । ଏପରି କେତେକ ଖାଦ୍ୟ ରହିଛି, ଯାହାକୁ ବାସି ହେବା ପରେ ଆଦୌ ସେବନ କରିବା ଉଚିତ୍‌ ନୁହେଁ । କାରଣ ତାହା ଶରୀରରେ ଅନେକ ରୋଗ ସୃଷ୍ଟି କରିଥାଏ । ଜାଣନ୍ତୁ.. ପ୍ରୋଟିନ୍‌ରେ ଭରପୁର ଅଣ୍ଡା ସ୍ୱାସ୍ଥ୍ୟ ପାଇଁ ଖୁବ୍‌ … Continue reading ବାସି ହେବା ପରେ ଭୁଲ୍‌ରେ ବି ଖାଆନ୍ତୁ ନାହିଁ ଏହି ଖାଦ୍ୟ; ଶରୀର ପାଇଁ ବିଷ ସଦୃଶ..