www.samajalive.in
Saturday, December 13, 2025
27.1 C
Bhubaneswar

୧୦୫୮ ନୂଆ ଆକ୍ରାନ୍ତ ଚିହ୍ନଟ : ୧୮ ବର୍ଷରୁ କମ୍ ୧୩୮ ପଜିଟିଭ

ଭୁବନେଶ୍ବର : ରାଜ୍ୟରେ  ଆଉ ୧୦୫୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୬୧୬ ଓ ୪୪୨ ସ୍ଥାନୀୟ ସଂକ୍ରମିତ ଏବଂ ୧୮ ବର୍ଷରୁ କମ୍ ୧୩୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୪ ହଜାର ୫୬୫କୁ ବୃଦ୍ଧି ପାଇଛି।
ଅନୁଗୁଳ ଜିଲାରୁ ୩୨, ବାଲେଶ୍ୱର ୩୮, ବରଗଡ ୧୧, ଭଦ୍ରକ ୩୨, ବଲାଙ୍ଗିର ୨, ବୌଦ୍ଧ ୩ ଓ କଟକ ଜିଲାରୁ ୧୬୨ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଦେବଗଡରୁ ୫, ଢେଙ୍କାନାଳ ୧୮, ଗଞ୍ଜାମ ୫, ଜଗତସିଂହପୁର ୩୭, ଯାଜପୁର ୭୭, ଝାରସୁଗୁଡା ୫, କଳାହାଣ୍ଡିରୁ ୮ ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କନ୍ଧମାଳରୁ ୪, କେନ୍ଦ୍ରାପଡା ୩୨, କେନ୍ଦୁଝର ୪, ଖୋର୍ଦ୍ଧା ୩୭୬ ଓ କୋରାପୁଟରୁ ୪ ଜଣ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ମାଲକାନଗିରିରୁ ୫, ମୟୁରଭଞ୍ଜ ୩୭, ନବରଙ୍ଗପୁର ୧, ନୟାଗଡ ୧୭, ନୂଆପଡା ୫ ପୁରୀ ୨୬, ରାୟଗଡା ୪ ଓ ସମ୍ବଲପୁରରୁ ୬ ଚିହ୍ନଟ ହୋଇଛନ୍ତି।

ସେହିପରି ସୁବର୍ଣ୍ଣପୁର ୩, ସୁନ୍ଦରଗଡ ୧୭ ଓ ଷ୍ଟେଟପୁଲରୁ ୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଦିନକ ମଧ୍ୟରେ ରାଜ୍ୟରେ ୧୧୯୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ଓ ସଂପ୍ରତି ରାଜ୍ୟରେ ୧୦୪୨୮ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories