www.samajalive.in
Saturday, December 6, 2025
15.1 C
Bhubaneswar

କରୋନାକୁ ନେଇ ଦିଲ୍ଲୀ ଏମ୍ସ ନିର୍ଦେଶକ ଡାକ୍ତର ରଣଦୀପ ଗୁଲେରିଆଙ୍କ ସଚେତନତା ବର୍ତ୍ତା

ଭୁବନେଶ୍ବର/ନୂଆଦିଲ୍ଲୀ : କରୋନା ଭାଇରସକୁ ନେଇ ଏବେ ବିଭିନ୍ନ ପ୍ରକାର ଗୁଜବ ଶୁଣିବାକୁ ମିଳିଛୁ। କିଏ ତୁଳସୀ ଖାଇବାକୁ ପରାମର୍ଶ ଦେଉଛନ୍ତି ତ ଅନ୍ୟ କେହି ମିଥ୍ୟା ପରମ୍ପରାକୁ ନେଇ ଗୁଜବ ସୃଷ୍ଟି କରୁଛି। ଏଭଳି ପରିସ୍ଥିତିରେ ଗୁଜବ ସୃଷ୍ଟି କରୁଥିବା ଅଭିଯୋଗରେ ରାୟଗଡା ପୁଲିସ ଜଣଙ୍କୁ ଗିରଫ କରିଛି। ତେବେ ଏସବୁ ଗୁଜବରେ ବିଶ୍ବାସ ନ କରି କିପରି ସଚେତନ ରହି ମହାମାରୀ କରୋନାରୁ ବର୍ତ୍ତିପାରିବା ସେନେଇ ଦିଲ୍ଲୀ ଏମ୍ସ ନିର୍ଦେଶକ ଡାକ୍ତର ରଣଦୀପ ଗୁଲେରିଆଙ୍କ କିଛି ବର୍ତ୍ତା ଆମର ହସ୍ତଗତ ହୋଇଛି। କିଭଳି ଏହି ମହାମାରୀ ରୋଗରୁ ବର୍ତ୍ତି ପାରିବା ଏବଂ କେଉଁ କେଉଁ ସତର୍କତା ଅବଲମ୍ବନ କରିବା ଆସନ୍ତୁ ଜାଣିବା ରଣଦୀପ ଗୁଲେରିଆଙ୍କ ମୁହଁରୁ …..

- Advertisement -

ସୌଜନ୍ୟ : ଆଜ୍ ତକ୍

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories