ଭୁବନେଶ୍ୱର: କଂଗ୍ରେସ ଭବନରେ ଟିକେଟ କଳି। ଭୁବନେଶ୍ୱର କଂଗ୍ରେସ କାର୍ଯ୍ୟାଳୟରେ ଦଳର ବରିଷ୍ଠ ନେତା ସୁଦର୍ଶନ ଦାସଙ୍କ ସମର୍ଥକମାନେ ଧାରଣା ଦେଇଛନ୍ତି। ଟିକେଟ ନମଳିବା ବୋଲି ଖବର ପାଇ ସୁଦର୍ଶନଙ୍କ ସମର୍ଥକ ମାନେ ନାରାବାଜି କରିଛନ୍ତି। ସୁଦର୍ଶନଙ୍କ ପ୍ରତି ଅନ୍ୟାୟ ସହିବୁ ନାହିଁ ବୋଲି କହିଛନ୍ତି ସମର୍ଥକ। ଏହାସହିତ ଟିକେଟ ବଣ୍ଟନରେ ସ୍ୱଚ୍ଛତା ଆଣିବାକୁ ଦାବି କରିଛନ୍ତି। ପିସିସି ସଭାପତି ଆନ୍ଦୋଳନକାରୀଙ୍କୁ ବୁଝାଇବାକୁ ପ୍ରୟାସ କରୁଛନ୍ତି।
Popular Categories



