www.samajalive.in
Saturday, December 6, 2025
14.1 C
Bhubaneswar

ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ

ବାଙ୍କୀ: ବାଙ୍କୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ବାଙ୍କୀ ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି ପକ୍ଷରୁ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ କରାଯାଇଛି। କେନ୍ଦ୍ର ସରକାରଙ୍କର ଅଗ୍ନିପଥ ନିଯୁକ୍ତି ଯୋଜନା ପ୍ରତ୍ୟାହାର ଦାବୀରେ ବାଙ୍କୀ କଂଗ୍ରେସ ପକ୍ଷରୁ ଡଃ. ଦେବାଶିଷ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ସତ୍ୟାଗ୍ରହ କରାଯାଇଛି। କଂଗ୍ରେସର ବରିଷ୍ଠ ନେତା ଭବାନୀ ପ୍ରସାଦ ଧଳ, ଡମପଡ଼ା ବ୍ଲକ କଂଗ୍ରେସ ପ୍ରେସିଡେଣ୍ଟ ଅସୀତ୍‍ ବରଣ ପଟ୍ଟନାୟକ, ରମାକାନ୍ତ ସେଠୀ, ବିଶ୍ୱ ରଞ୍ଜନ ପଣ୍ଡା, ନୀଳମଣି ମହାପାତ୍ର, ଛାତ୍ର କଂଗ୍ରେସ ପ୍ରେସିଡେଣ୍ଟ ରାକେଶ ବେହେରା, ଦେବେନ୍ଦ୍ର ପ୍ରଧାନ, ପିତବାସ ପ୍ରଧାନଙ୍କ ସମେତ ବହୁ କଂଗ୍ରେସ ଯୁବକର୍ମୀ ଓ ପଦାଧିକାରୀ ଏହି ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ କାର୍ଯ୍ୟକ୍ରମରେ ସାମିଲ ହୋଇ କେନ୍ଦ୍ର ସରକାରଙ୍କର ଅଗ୍ନିପଥ ନିଯୁକ୍ତି ଯୋଜନା ପ୍ରତ୍ୟାହାର ଦାବୀରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମବେତ ହୋଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories