ପୁଣି ଆପତ୍ତି ଉଠାଇଲେ କଂଗ୍ରେସ ଅଧ୍ୟକ୍ଷ, ସମୁଦାୟ ମତଦାନ ତଥ୍ୟ ପ୍ରକାଶ କରିବାକୁ ଦାବି

ଡେସ୍କ: ପ୍ରତି ପର୍ଯ୍ୟାୟ ନିର୍ବାଚନ ପରେ ସମୁଦାୟ ମତଦାନ ରିପୋର୍ଟ ପ୍ରକାଶ କରିବାକୁ ନିର୍ବାଚନ କମିଶନଙ୍କ ପଦ୍ଧତିକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଆପତ୍ତି ଉଠାଇଛନ୍ତି। ନିର୍ବାଚନ ଆୟୋଗଙ୍କୁ ଲେଖିଥିବା ଚିଠିରେ ଶ୍ରୀ ଖଡ଼ଗେ ନିର୍ବାଚନ କମିଶନଙ୍କୁ ସମ୍ପୂର୍ଣ୍ଣ ଭୋଟ ସଂଖ୍ୟା ପ୍ରକାଶ କରିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ଯେଉଁ ଭୋଟରମାନେ ନିର୍ବାଚନ ପାଇଁ ଆଗ୍ରହୀ ଅଛନ୍ତି ସେମାନେ ମଧ୍ୟ ସମ୍ପୂର୍ଣ୍ଣ ସଂଖ୍ୟାରେ କେତେ ଭୋଟ୍ ହୋଇଛି ଜାଣିବାକୁ ଚାହିଁବେ। ଶାସକ ଦଳର ନେତାଙ୍କ ଜାତିବାଦୀ ଓ ସାମ୍ପ୍ରଦାୟିକ ବୟାନ ବିରୋଧରେ ଆୟୋଗ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଶ୍ରୀ ଖଡ଼ଗେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।

prayash

ବ୍ରାଜିଲ ବନ୍ୟା – ମୃତ୍ୟୁ ସଂଖ୍ୟା ୧୨୦କୁ ବୃଦ୍ଧି, ୧୪୧ ନିଖୋଜ

kalyan agarbati

Comments are closed.