www.samajalive.in
Saturday, December 6, 2025
16.1 C
Bhubaneswar

ଦେଓଗାଁରେ ମୁଖ୍ୟମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ

ବଲାଙ୍ଗୀର: ଦେଓଗାଁ ପଞ୍ଚାୟତ ସମ୍ମୁଖରେ କଳାପତକା ଦେଖାଇଲେ ଯୁବ କଂଗ୍ରେସ କର୍ମୀ। ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀଙ୍କୁ କଳା ପତକା ଦେଖାଇଲେ କଂଗ୍ରେସ କର୍ମୀ । ବଲାଙ୍ଗିର ଠାରୁ ୨୦ କିଲୋମିଟର ଦୂରରେ ଥିବା ଦେଓଗାଁ ବସ୍ତାଣ୍ଡଠାରେ କଳାପତାକା ଦେଖାଇଲେ କଂଗ୍ରେସ କର୍ମୀ। ଦେଓଗାଁ ଥାନା ଠାରୁ ଶହେ ମିଟର ଦୂରରେ ପତାକା ଦେଖାଇଲେ ଯୁବ କଂଗ୍ରେସ କର୍ମୀ।

ବଲାଙ୍ଗିର ଜିଲ୍ଲା ଗସ୍ତ ରେ ଆସିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୁଷୁରା ସ୍ଥିତ ଉଡ଼ା ଜାହାଜ ପଡ଼ିଆରେ ଓହ୍ଲାଇ ବଲାଙ୍ଗିର ଅଭିମୁଖେ ଯାଇଥିଲେ । ଦେଓଗାଁ ବାଷ୍ଟାଣ୍ଡଠାରେ ଥାନାରୁ ଶହେ ମିଟର ଦୂରରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ କୁ କଳା ପତାକା ଦେଖାଇ ଥିଲେ ଛାତ୍ର କଂଗ୍ରେସର ଆର୍ତ୍ତ ଘିଭେଲା ଓ ବିଶାଳ ଦାସ। ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପୂର୍ବ ପ୍ରସ୍ତୁତି କରିଥିଲେ ବି କଳା ପତାକା ପଦର୍ଶନ ବିଷୟରେ କୌଣସି ଖବର ନପାଇବାରୁ ପୁଲିସର ଗୁଇନ୍ଦା ବିଭାଗର କାର‌୍ୟ୍ୟକାରୀକୁ ନେଇ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories