www.samajalive.in
Saturday, December 6, 2025
15.1 C
Bhubaneswar

ଅପରେସନ୍ ସିନ୍ଦୂର: ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ, କହିଲେ ଆମେ ସେନା ସହିତ ଅଛୁ

ଭୁବନେଶ୍ଵର: ଭାରତୀୟ ସେନାର ସାହସକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ। ଅପରେସନ୍ ସିନ୍ଦୁର ନେଇ ଏକ୍ସ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଆମ ସଂସ୍କୃତିରେ ସିନ୍ଦୁର କେବଳ ଏକ ପରମ୍ପରା ନୁହେଁ, ଏହା ତ୍ୟାଗ ଏବଂ ସଂକଳ୍ପର ପ୍ରତୀକ। ଏହି ଭାବନା ଆମ ସେନା ବାହିନୀଙ୍କ ମନରେ ରହିଛି। ବର୍ତ୍ତମାନ ଭାରତ କେବଳ ପ୍ରତିରକ୍ଷା କରୁନାହିଁ ବରଂ ଆତଙ୍କବାଦ ଉଚ୍ଛେଦ କରିବାକୁ ସମ୍ପୂର୍ଣ୍ଣ ଭାବରେ ଆଗେଇ ଚାଲିଛି। ଆମେ ସେନାର ସାହସକୁ ନମନ କରୁଛୁ। ଆମେ ସେନା ମାନଙ୍କ ସହ ସଦାସର୍ବଦା ଅଛୁ ଏବଂ ରହିଥିବୁ। ଆମେ ସେନାର ବିଜୟରେ ବିଶ୍ଵାସ କରୁଛୁ। ଜୟ ହିନ୍ଦ୍‌, ଭାରତ ମାତା କୀ ଜୟ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories