www.samajalive.in
Saturday, December 6, 2025
15.1 C
Bhubaneswar

ନାଗରିକତା ଅଧିକାର କ୍ଷୁର୍ଣ୍ଣ କରେନାହିଁ ନାଗରିକତା ସଂଶୋଧନ ଆଇନ – ଅମିତ ଶାହା

ଡେସ୍କ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ନାଗରିକତା ସଂଶୋଧନ ଆଇନ କୌଣସି ଧର୍ମର ନାଗରିକତା ଅଧିକାର ଛଡ଼ାଇ ନେବ ନାହିଁ ବରଂ ଏହି ଆଇନ ନାଗରିକତା ସହିତ ଭାରତୀୟ ଶରଣାର୍ଥୀଙ୍କୁ ସମ୍ମାନ ଓ ନ୍ୟାୟ ପ୍ରଦାନ କରୁଛି। ଆଜି ଅହମ୍ମଦାବାଦରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୧୮୮ ଜଣ ପ୍ରବାସୀଙ୍କୁ ନାଗରିକତା ପ୍ରମାଣପତ୍ର ପ୍ରଦାନ କରିବା ଅବସରରେ ମନ୍ତ୍ରୀ ଶ୍ରୀ ଶାହା ଏହା କହିଛନ୍ତି।

ଭୋଟ୍ ବ୍ୟାଙ୍କ ଓ ତୁଷ୍ଟୀକରଣ ରାଜନୀତି ପାଇଁ ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁ ପ୍ରବାସୀଙ୍କୁ ଅବହେଳା କରିଥିବାରୁ ଶ୍ରୀ ଶାହା ପୂର୍ବ କଂଗ୍ରେସ ସରକାରଙ୍କୁ ସମାଲୋଚନା କରିଥିଲେ। ସାରା ଦେଶରେ ସିଏଏ ଲାଗୁ କରିବା ପାଇଁ ମୋଦୀ ସରକାରଙ୍କ ପ୍ରତିଶ୍ରୁତିକୁ ସେ ଦୋହରାଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories