ଚିନ୍ମୟୀ ମୃତ୍ୟୁ ମାମଲା, ସରିଲା ଲାଇଡିଟେକସନ ଟେଷ୍ଟ

ଭୁବନେଶ୍ବର: ଭିସୁଟ ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ଘଟଣାରେ ଚିନ୍ମୟୀଙ୍କ ପୁରୁଷବନ୍ଧୁ ପ୍ରୀତିମାନ ଦେ ଏବଂ ମାନସ ଟୁଡୁଙ୍କର ଲାଏଡିଟେକସନ ଟେଷ୍ଟ ଶେଷ ହୋଇଛି। ଭୁବନେଶ୍ବର ଫରେନସିକ ଲ୍ୟାବରେ ଲାଏଡିଟେକସନ ଟେଷ୍ଟ କରାଯାଇଛି। ସମ୍ବଲପୁର ପୁଲିସର ଏକ ଟିମ ପ୍ରୀତିମାନ ଦେ ଏବଂ ମାନସ ଟୁଡୁଙ୍କୁ ଭୁବନେଶ୍ବର ଆଣିଥିଲା।

prayash

ଭୁବନେଶ୍ୱର ଫରେନସିକ ଲ୍ୟାବରେ ପହଞ୍ଚିବା ପରେ ଦୁହିଁଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଛି। ଭୁବନେଶ୍ବରରେ ଫରେନସିକ ଲ୍ୟାବରେ ଉଭୟଙ୍କୁ ପ୍ରାୟ ୪ଘଣ୍ଟା ପର୍ଯ୍ୟନ୍ତ ଲାଏଡିଟେକସନ ଟେଷ୍ଟ କରାଯାଇଥିଲା। ଏହା ସହିତ ପୁଲିସ ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ପିନ୍ଧିଥିବା ପୋଷାକକୁ ପରୀକ୍ଷା ପାଇଁ ପଠାଇବ। ଏହାରି ଭିତରେ ଚିନ୍ମୟୀଙ୍କ ମୃତ୍ୟୁକୁ ୪ଦିନ ବିତିଯାଇଥିଲେ ବି ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

kalyan agarbati

Comments are closed.