ସୋସିଆଲ ମିଡିଆରେ ଚୀନ୍ର ଯୁଦ୍ଧ ଜାହାଜକୁ କଟାକ୍ଷ କଲା ଭାରତୀୟ ନୌସେନା
ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରେ ଚୀନର ଯୁଦ୍ଧ ଜାହାଜକୁ ଭାରତୀୟ ନୌସେନା କଟାକ୍ଷ କରିଛି । ସମୁଦ୍ର ମଧ୍ୟରେ ଲୁଟେରାଙ୍କୁ ରୋକିବା ପାଇଁ ଭାରତ ମହାସାଗରରେ ପଇଁତରା ମରୁଥିବା ଚୀନର ଦୁଇଟି ଯୁଦ୍ଧ ଜାହାଜକୁ କଟାକ୍ଷ କରାଯାଇ ଭାରତୀୟ ନୌସେନା ନିଜର ଟ୍ୱିଟର ଆକାଉଣ୍ଟରେ ଏହି କଟାକ୍ଷକୁ ଉଲ୍ଲେଖ କରିଛି ।
ଭାରତ ମହାସାଗରରେ ଚୀନର ଦୁଇଟି ଯୁଦ୍ଧ ୭୦୦ ସୈନ୍ୟ ଓ ୨ ହେଲି କାପ୍ଟର ସହ ପଇଁତରା ମାରୁଥିଲେ । ଏହାକୁ ଭାରତୀୟ ନୌସେନା ସ୍ୱାଗତ ଚୀନ୍ର ଯୁଦ୍ଧ ଜାହାଜ । ଭାରତର ଜଳ ସୀମା ସହ ଭାରତ ମହାସାଗରରରେ ସୁରକ୍ଷା ପାଇଁ ଭାରତୀୟ ନୌସେନାର ୫୦ଟି ଜାହାଜ ଦିନି ରାତି ପଇଁତରା ମାରୁଛନ୍ତି । ଭାରତ ମହାସାଗର ମଧଯରେ ଚୀନ ଯୁଦ୍ଧ ଜାହାଜ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖା ଯାଇଛି ।
#MaritimeDomainAwareness @indiannavy extends a warm welcome to the 29th Anti-Piracy Escort Force (APEF) of PLA(N) in Indian Ocean Region (IOR). Happy Hunting @SpokespersonMoD @DefenceMinIndia @IAF_MCC @adgpi @IndiaCoastGuard @IndianDiplomacy pic.twitter.com/7NTW4TwQuW
— SpokespersonNavy (@indiannavy) April 17, 2018