www.samajalive.in
Saturday, December 6, 2025
14.1 C
Bhubaneswar

କୋଭିଡ-୧୯ ସଂକ୍ରମିତ ମହିଳା ଜନ୍ମ ଦେଲେ ତିନି ଶିଶୁ : ସମସ୍ତଙ୍କ ରିପୋର୍ଟ ନେଗେଟିଭ

ରାୟପୁର : ଛତିଶଗଡର ରାଜଧାନୀ ରାୟପୁରରେ କରୋନା ଭୂତାଣୁ ସଂକ୍ରମିତ ହେବାପରେ ଜଣେ ମହିଳା ୩ଟି ସନ୍ତାନକୁ ଜନ୍ମ ଦେଇଛନ୍ତି। ତେବେ ସମସ୍ତ ସନ୍ତାନଙ୍କ ରିପୋର୍ଟ ନେଗେଟିଭ ଆସିଛି। ପ୍ରକୃତରେ ୨୮ ବର୍ଷ ବୟସ୍କା ଗର୍ଭବତୀ କରୋନା ସଂକ୍ରମିତ ମହିଳାଙ୍କୁ ଚିକିତ୍ସା ପାଇଁ ରାୟପୁରର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS)ରେ ଭର୍ତ୍ତି କରାଯାଇଥିଲା। ତେବେ ମହିଳା ଜଣକ ଗୁରୁବାର ଦିନ ତିନୋଟି ସନ୍ତାନ ଜନ୍ମ ଦେଇଛନ୍ତି। ତେବେ ଏହା ପରେ ପିଲାମାନଙ୍କର କରୋନା ପରୀକ୍ଷା କରାଯାଇଥିଲା, ପରେ ଜଣାପଡିଛି ​​ଯେ ତିନିଜଣଙ୍କ ରିପୋର୍ଟ ନେଗେଟିଭ୍ ଥିଲା। ତେବେ ପିଲାମାନଙ୍କର ଦ୍ୱିତୀୟ ପରୀକ୍ଷା ରିପୋର୍ଟ ଏପର୍ଯ୍ୟନ୍ତ ଆସି ନାହିଁ।

ସୂଚନା ଯେ ଛତିଶଗଡରେ ଗତ ୨୪ ଘଣ୍ଟା ମଧ୍ୟରେ, ୧୯୨୯ ଜଣ  କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୮୧,୫୮୩ କୁ ବୃଦ୍ଧି ପାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories