ସୁରକ୍ଷାକର୍ମୀଙ୍କ ଗୁଳିରେ ୮ ନକ୍ସଲ ନିପାତ

ଛତିଶଗଡ : ଛତିଶଗଡରେ ସୁରକ୍ଷାକର୍ମୀଙ୍କୁ ଶନିବାର ମିଳିଛି ବଡ ସଫଳତା। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୮ ନକ୍ସଲ। ଗାଙ୍ଗାଲୁରରେ ଗୁଳି ବିନିମୟ ବେଳେ ୮ ନକ୍ସଲ ନିପାତ ହୋଇଛନ୍ତି। ବିଜାପୁର ଜିଲା ଗାଙ୍ଗାଲୁରରେ ତଲାସି ଅଭିଯାନ ଜାରି ରହିଛି।
ଘୁଙ୍ଗୁଡି ମାରୁଛନ୍ତି କି? ମଧୁମେହ ସହ ହୃଦରୋଗର ରହିଛି ବିପଦ, ଏହି ଲକ୍ଷଣକୁ କରନ୍ତୁ ନାହିଁ ଅଣଦେଖା
ଦେଖନ୍ତୁ ଭିଡିଓ ; ଯୁବକ ବାଇକ୍ରେ ଠିଆ ହୋଇ କଲେ ବିପଦପୂର୍ଣ୍ଣ ଷ୍ଟଣ୍ଟ, ଟ୍ରକ୍ ସହ …
Comments are closed.