ବଜେଟ୍‌ ୨୦୨୫-୨୬; କ’ଣ ଶସ୍ତା, ମହଙ୍ଗା

ନୂଆଦିଲ୍ଲୀ : ସଂସଦରେ ଶନିବାର ଦେଶର ସାଧାରଣ ବଜେଟ୍ ଉପସ୍ଥାପିତ ହେଉଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଷ୍ଟମ ଥର ପାଇଁ ଲୋକସଭାରେ ସାଧାରଣ ବଜେଟ୍ ଉପସ୍ଥାପନ କରୁଛନ୍ତି। ବଜେଟ୍‌ରେ ସଭିଁଙ୍କ ନଜର ରହିଥାଏ କେଉଁ ଜିନିଷ ଶସ୍ତା, ମହଙ୍ଗା ହେଲା ଜାଣନ୍ତୁ.. ଶସ୍ତା କର୍କଟ ରୋଗ ଔଷଧ ଅନ୍ୟାନ୍ୟ ଦୂରାରୋଗ୍ୟ ବ୍ୟାଧି ଔଷଧ ୫୬ଟି ଜୀବନରକ୍ଷାକାରୀ ଔଷଧ ଟିଭି ବ୍ୟାଟେରୀ କାର୍ (ଇ-କାର୍‌) ମୋବାଇଲ୍ ଓ ମୋବାଇଲ୍ ଉପକରଣ ଏଲଇଡି ଓ ଏଲଇଡି ଟିଭି କପଡା, ଜୋତା, … Continue reading ବଜେଟ୍‌ ୨୦୨୫-୨୬; କ’ଣ ଶସ୍ତା, ମହଙ୍ଗା