www.samajalive.in
Saturday, December 6, 2025
16.1 C
Bhubaneswar

ବଜେଟ୍‌ ୨୦୨୫-୨୬; କ’ଣ ଶସ୍ତା, ମହଙ୍ଗା

ନୂଆଦିଲ୍ଲୀ : ସଂସଦରେ ଶନିବାର ଦେଶର ସାଧାରଣ ବଜେଟ୍ ଉପସ୍ଥାପିତ ହେଉଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଷ୍ଟମ ଥର ପାଇଁ ଲୋକସଭାରେ ସାଧାରଣ ବଜେଟ୍ ଉପସ୍ଥାପନ କରୁଛନ୍ତି। ବଜେଟ୍‌ରେ ସଭିଁଙ୍କ ନଜର ରହିଥାଏ କେଉଁ ଜିନିଷ ଶସ୍ତା, ମହଙ୍ଗା ହେଲା ଜାଣନ୍ତୁ..
ଶସ୍ତା
କର୍କଟ ରୋଗ ଔଷଧ
ଅନ୍ୟାନ୍ୟ ଦୂରାରୋଗ୍ୟ ବ୍ୟାଧି ଔଷଧ
୫୬ଟି ଜୀବନରକ୍ଷାକାରୀ ଔଷଧ
ଟିଭି
ବ୍ୟାଟେରୀ କାର୍ (ଇ-କାର୍‌)
ମୋବାଇଲ୍ ଓ ମୋବାଇଲ୍ ଉପକରଣ
ଏଲଇଡି ଓ ଏଲଇଡି ଟିଭି
କପଡା, ଜୋତା, ବେଲ୍ଟ, ପର୍ସ (ବୁଣାକାରଙ୍କ ପ୍ରସ୍ତୁତ କପଡା ବି ଶସ୍ତା ହେବ )
ବୈଦ୍ୟୁତିକ ଉପକରଣ
ମେଡିକାଲ ଉପକରଣ
ଲିଥିୟମ ଆୟନ ବ୍ୟାଟେରୀ
ଚମଡା ଜ୍ୟାକେଟ୍‌
ସାମୁଦ୍ରିକ ଖାଦ୍ୟ
ମହଙ୍ଗା

ଫ୍ଲାଟ ପ୍ୟାନେଲ ଡିସପ୍ଲେ, ପ୍ଲାଷ୍ଟିକ୍ ଜାତ ଉପକରଣ, ନିଟେଡ୍ ଫାବ୍ରିକ୍‌, ପ୍ଲାଟ୍ ସ୍କ୍ରିନ୍ ଟିଭି

ଫେବୃଆରୀରେ ଅତ୍ୟନ୍ତ ଦୁର୍ଲ୍ଲଭ ତ୍ରିଗ୍ରହୀ ଯୋଗ; ଏହି ରାଶିଙ୍କୁ ଭାଗ୍ୟଶାଳୀ କରିବେ ଶନିଦେବ, ସବୁ ଚିନ୍ତା ଦୂର ସହ ହେବେ ମାଲାମାଲ୍‌..

- Advertisement -

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories