ରାଜଧାନୀରେ ମହିଳାଙ୍କୁ ଅପରହରଣ!, ଚନ୍ଦକା ଥାନାରେ ଅଭିଯୋଗ
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ମହିଳାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଚନ୍ଦକା ଥାନା ଅଞ୍ଚଳରୁ ମହିଳାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ କରାଯାଇଛି। ଗତକାଲି ଘରୁ ବାହାରକୁ ଯାଇ ଆଉ ଫେରି ନ ଥିବା ସୂଚନା ଦିଆଯାଇଛି। ଅପହରଣକାରୀ କୋଟିଏ ଟଙ୍କା ମାଗିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଫୋନ କଲ କରି ଟଙ୍କା ମାଗିଥିବା ଚନ୍ଦକା ଥାନାରେ ଅଭିଯୋଗ ହୋଇଛି।
Comments are closed.