www.samajalive.in
Saturday, December 6, 2025
14.1 C
Bhubaneswar

୨ମାସ ପୂର୍ବରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କର – ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କେନ୍ଦ୍ରୀୟ ସୂଚନା କମିଶନର ପଦବୀ ଖାଲିହେବାର ଦୁଇମାସ ପୂର୍ବରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଜାରି କରି ଜଷ୍ଟିସ୍‍ ଏ.କେ ସିକ୍ରି, ଅବ୍‍ଦୁଲ ନଜିର୍‍ ଓ ସୁଭାଷ ରେଡ୍ଡୀଙ୍କ ଖଣ୍ଡପୀଠ କହିଛନ୍ତି, ମୁଖ୍ୟନିର୍ବାଚନ କମିଶନରଙ୍କ ଭଳି ମୁଖ୍ୟ ସୂଚନା କମିଶନରଙ୍କ ନିଯୁକ୍ତି ପ୍ରକ୍ରିୟା ହେବା ଆବଶ୍ୟକ। ସୂଚନା କମିଶନରଙ୍କ ନିଯୁକ୍ତି କ୍ଷେତ୍ରରେ ବଡ଼ବଡ଼ ଅମଲାତନ୍ତ୍ର କର୍ମଚାରୀଙ୍କ ସମେତ ଦେଶର ମାନ୍ୟଗଣ୍ୟ ନାଗରିକମାନଙ୍କ ନାମକୁ ମଧ୍ୟ ବିବେଚନା କରିବାକୁ ଖଣ୍ଡପୀଠ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories