www.samajalive.in
Saturday, December 6, 2025
15.1 C
Bhubaneswar

ଅପରାଧ

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ପୁଅ । ବାପା, ମାଆ ଓ ଭଉଣୀକୁ ଅତର୍କିତ ଆକ୍ରମଣ କରି , ଅଭିଯୁକ୍ତ ପୁଅ ଗିରଫ ।...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି ଫୁଲବାଣୀ ସଦର ଥାନା ଅଧିକାରୀ ସତୀଶ ଚନ୍ଦ୍ର ନାୟକ। ରାଜ୍ୟ ଗୃହ ବିଭାଗ ଏହି ନିଲମ୍ବନ ଆଦେଶ ଜାରି କରିଛି।...

ଦେଶୀ ବନ୍ଧୁକ କାରଖାନା ଠାବ, ୩ ବନ୍ଧୁକ ଜବତ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ପାଙ୍ଗାପାଜୁରେ ଏକ ଦେଶୀ ବନ୍ଧୁକ କାରଖାନା ଠାବ କରିଛି ପୁଲିସ। ଏଠାରେ ଦେଶୀ ବନ୍ଧୁକ ତିଆରି କରାଯାଇ ବାହାରକୁ ଚାଲାଣ...

ନବଜାତ ଶିଶୁକୁ ହତ୍ୟା ଉଦ୍ୟମ

ସମାଜଲାଇଭ ଡେସ୍କ: ବିବାହ ପୂର୍ବରୁ ସନ୍ତାନ ଜନ୍ମ ଦେବା ପରେ ତାହାକୁ ହତ୍ୟା ଉଦ୍ୟମ କରିଛି ମା’। ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି...

ପୁଲିସ ପଞ୍ଝାରେ ୧୪ ଜଣିଆ ଡକାୟତ ଗ୍ୟାଙ୍ଗ

ସମାଜ ଲାଇଭ ଡେସ୍କ: ପୁଲିସ କବଜାରେ ଧରାପଡ଼ିଛି ଏକ ୧୪ ଜଣିଆ ଡକାୟତ ଗ୍ୟାଙ୍ଗ। ବିଭିନ୍ନ ଅଞ୍ଚଳରେ ଅପରାଧ ଘଟାଉଥିବା ଏଭଳି ଏକ ଗ୍ୟାଙ୍ଗକୁ ଧରିଛି...

ଭାଇବୋହୂକୁ ହତ୍ୟା କଲା ଦେଢ଼ଶୂର

ସମାଜଲାଇଭ ଡେସ୍କ: ଭାଇବୋହୂକୁ ହାଣି ହତ୍ୟା କରିଛି ଦେଢ଼ଶୂର। କେନ୍ଦୁଝର ଜିଲା ଘଟଗାଁ ଅନ୍ତର୍ଗତ  ବାଇଗଣପାଳ ଗାଁରେ ଘଟିଛି ଏଭଳି ହତ୍ୟାକାଣ୍ଡ। ହତ୍ୟାର ଶିକାର ହୋଇଛନ୍ତି...

ମଙ୍ଗଳ ଅଧିକାରୀଙ୍କ ବିରୋଧରେ ଏତଲା

ନବରଙ୍ଗପୁର : ସରକାରୀ ଅର୍ଥ ଆତ୍ମସାତ ସାଙ୍ଗକୁ ମିଥ୍ୟା ବିଲ୍ ଦାଖଲ କରି ଠକିବା ଓ ଆଦିବାସୀଙ୍କ ବିକାଶ ପାଇଁ ଆସିଥିବା ଅର୍ଥକୁ ବାଟମାରଣା କରିବା...

ପୀତବାସ ହତ୍ୟା ମାମଲା : ୯ ସୁଦ୍ଧା ସିଡି ଦାଖଲ ନିର୍ଦେଶ

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଆସନ୍ତା ୯ ତାରିଖ ସୁଦ୍ଧା ଅଦାଲତରେ କେସ ଡାଏରୀ(ସିଡି) ଦାଖଲ କରିବାକୁ ଜିଲା ଜଜ ମାମଲାର ତଦନ୍ତ...