ଭୁବନେଶ୍ୱର: ରାଜଧାନୀରେ ସିଏଏ ସମର୍ଥନରେ ରାଲି ହୋଇଛି। ରାମ ମନ୍ଦିରରୁ ମାଷ୍ଟରକ୍ୟାଣ୍ଟିନ୍ ଯାଏଁ ଏହି ରାଲି ହୋଇଥିଲା। ଏଥିରେ ହଜାର ହଜାର ଯୁବବର୍ଗ ଏବଂ ସମାଜସେବୀ ସାମିଲ ହୋଇଛନ୍ତି। ନ୍ୟସ୍ତସ୍ଵାର୍ଥ ବ୍ୟକ୍ତିଙ୍କ ସିଏଏ ବିରୋଧକୁ ବରଦାସ୍ତ କରାଯିବନି ବୋଲି ରାଲିରେ ସ୍ଲୋଗାନ ଦିଆଯାଇଛି।
Popular Categories



