www.samajalive.in
Saturday, December 6, 2025
23.1 C
Bhubaneswar

ହିମାଳୟ ଭଳି ଥଣ୍ଡା ଦେବ ଏହି ଏସି; ୨୫ଶହରୁ କମ ମାସିକ କିସ୍ତିରେ ଘରକୁ ଆଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ପ୍ରବଳ ଗରମ ଗୁଳୁଗୁଳି ମଧ୍ୟରେ ହିମାଳୟ ଭଳି ଥଣ୍ଡା ଦେବ ସ୍ପ୍ଲିଟ୍‍ ଏସି । ବାହାର ଗରମକୁ କମାଇବା ଆମ ହାତରେ ନାହିଁ । ହେଲେ ଘରେ ଏହି ଏସି ଲଗାଇବା ଦ୍ୱାରା ଆପଣ ହିମାଳୟ ଭଳି ଥଣ୍ଡା ଅନୁଭବ ପାଇପାରିବେ । ସୁଲଭ ମୂଲ୍ୟରେ ଆପଣ ଆମାଜନରୁ ଏହାକୁ ଅର୍ଡର କରିପାରିବେ । ଏହି ଏସିର ଥଣ୍ଡା ହେବା କ୍ଷମତା ଆଶ୍ଚର୍ଯ୍ୟଜନକ । ପ୍ରଚଣ୍ଡ ଉତ୍ତାପରୁ ଆପଣଙ୍କୁ ଥଣ୍ଡା ଯୋଗାଇ ଦେବ । କେବଳ ସେତିକି ନୁହେଁ ଏହି ଏସିର ଡିଜାଇନ୍‍ ମଧ୍ୟ ବହୁତ ଷ୍ଟାଇଲିସ୍‍ । ଯାହାକୁ ଆପଣ ଘରକୁ ଆଣିବା ଦ୍ୱାରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବ ।
ଆମାଜନ ସେଲରେ ସ୍ପ୍ଲିଟ୍‍ ଏସି ଉପରେ ୪୫ପ୍ରତିଶତ ରିହାତି ଦିଆଯାଉଛି । ରିହାତି ପରେ ମଧ୍ୟ ଯଦି ଆପଣଙ୍କୁ ଏହାର ଦାମ ଅଧିକ ଲାଗିବ ତେବେ ୨୫ଶହରୁ କମ ଟଙ୍କାରେ ମାସିକ କିସ୍ତିରେ କିଣିପାରିବେ । ଏଥିରେ ଆପଣଙ୍କୁ ୧ବର୍ଷର ୱାରେଣ୍ଟି ସହିତ ସ୍ପ୍ଲିଟ୍‍ ଏସିରେ ଏକ ଟ୍ରିପଲ୍‍ ଡିସପ୍ଲେ ରହିଛି । ଏକ ଇନଭର୍ଟର ସୁଇଙ୍ଗ୍‍ କମ୍ପପ୍ରେସର ମହଜୁଦ ଅଛି ଯାହା ସମଗ୍ର କୋଠରୀକୁ ଭଲ ଭାବରେ ଥଣ୍ଡା କରିଥାଏ । ୧.୫ଟନ କ୍ଷମତାର ଏହି ଏସି ମଧ୍ୟମ କୋଠରୀ ପାଇଁ ଉପଯୁକ୍ତ । ୫୨ଡିଗ୍ରୀ ତାପମାତ୍ରାରେ ବି ଏହା ଆପଣଙ୍କୁ ସିମଲା ଭଳି ଥଣ୍ଡା ଅନୁଭବ କରାଇବ ।

Hot this week

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

Related Articles

Popular Categories