ବାଲେଶ୍ୱର: ବେଆଇନ ଷଣ୍ଢ ଚାଲାଣ ବେଳେ ଏକ ଟ୍ରକ ଗୋ ସୁରକ୍ଷା ବାହିନୀ ହାତରେ ଧରା ପଡିଛି। ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅନ୍ତର୍ଗତ ବାମପଦ ଛକ ନିକଟରେ ଟ୍ରକଟି ଷଣ୍ଢ ନେଇ ଯାଉଥିଲା। ଗୋ ସୁରକ୍ଷା ବାହିନୀ ଟ୍ରକଟିକୁ ଧରିବା ପରେ ଶିଳ୍ପାଞ୍ଚଳ ପୁଲିସକୁ ଖବର ଦେଇଥିଲେ। ପୁଲିସ ଟ୍ରକ ଓ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।
Popular Categories



