www.samajalive.in
Saturday, December 6, 2025
14.1 C
Bhubaneswar

ଅତିରିକ୍ତ ପୁଲିସ କମିଶନର ଦାୟିତ୍ୱ ଗ୍ରହଣ କଲେ ବ୍ରିଜେଶ କୁମାର ରାୟ

ଡେସ୍କ: କମିଶନରେଟ୍ ପୁଲିସରେ ନୂତନ ଅତିରିକ୍ତ ପୁଲିସ କମିଶନର ଭାବେ ଆଇପିଏସ ବ୍ରିଜେଶ କୁମାର ରାୟ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ କମିଶନରେଟ୍ ପୁଲିସ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଛି। ପୂର୍ବତନ ଅତିରିକ୍ତ ପୁଲିସ କମିଶନର ଡଃ ଉମାଶଙ୍କର ଦାଶ ଶ୍ରୀ ରାୟଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଛନ୍ତି। ନୂତନ ଅତିରିକ୍ତ ପୁଲିସ କମିଶନର ଭାବେ ବ୍ରିଜେଶ କୁମାର ରାୟଙ୍କ ନେତୃତ୍ୱରେ କମିଶନରେଟ୍ ପୁଲିସ ଆହୁରି ସଫଳତା ହାସଲ କରିବ ବୋଲି ମତ ପ୍ରକାଶ ପାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories