www.samajalive.in
Friday, December 12, 2025
27.1 C
Bhubaneswar

ମୁଣ୍ଡରେ ଆଘାତ ଲାଗି ଆମେରିକୀୟ ବକ୍ସର “ପାଟ୍ରିକ ଡ଼େ”ଙ୍କର ମୃତ୍ୟୁ

ନୂଆଦିଲ୍ଲୀ : ଚିକାଗୋରେ ଖେଳାଯାଉଥିବା ବକ୍ସିଙ୍ଗ ଟୁର୍ଣ୍ଣାମେଣ୍ଟରେ ମୁଣ୍ଡରେ ଆଘାତ ଲାଗି ଜଣେ ଆମେରିକୀୟ ବକ୍ସରଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଆମେରିକାର ମୃତ ବକ୍ସରଙ୍କ ନାମ “ପାଟ୍ରିକ ଡ଼େ”(୨୭)।

pic courtesy-the independent

ସୂଚନା ମୁତାବକ, “ପାଟ୍ରିକ ଡ଼େ” ଅକ୍ଟୋବର ୧୨ତାରିଖରେ ତାଙ୍କ ପ୍ରତିଦ୍ବନ୍ଦୀ ବକ୍ସିଙ୍ଗ ଖେଳାଳି କନବେଲଙ୍କ ସହ ରିଙ୍ଗରେ ଖେଳୁଥିବାବେଳେ କନବେଲଙ୍କ ଆଟାକରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ପାଟ୍ରିକ ତତକ୍ଷଣାତ କିଛି ସମୟ ପାଇଁ ତଳେ ବସି ପଡ଼ିଥିଲେ। ପରେ ତାଙ୍କୁ ଚିକିତ୍ସାପାଇଁ ଡାକ୍ତରଖାନା ନିଆଯାଇଥିଲା। ମୁଣ୍ଡରେ ଅଧିକ ଆଘାତ ଲାଗିଥିବାରୁ ତାଙ୍କର ଅତ୍ସୋପଚାର ମଧ୍ୟ କରାଯାଇଥିଲା। ମାତ୍ର ଡାକ୍ତର ତାଙ୍କୁ ବଞ୍ଚାଇପାରିନଥିଲେ। ବୁଧବାର “ପାଟ୍ରିକ”ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

Hot this week

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

Related Articles

Popular Categories