www.samajalive.in
Sunday, December 7, 2025
14.1 C
Bhubaneswar

ବରିଷ୍ଠ ସାମ୍ବାଦିକ ଜନାର୍ଦ୍ଦନ ନେପାକଙ୍କ ପରଲୋକ

ବୌଦ୍ଧ: ବରିଷ୍ଠ ସାମ୍ବାଦିକ ଜନାର୍ଦ୍ଦନ ନେପାକ(୬୭)ଙ୍କ ବାଉଁଶୁଣୀସ୍ଥିତ ବାସଭବନଠାରେ ଶୁକ୍ରବାର ମଧ୍ୟାହ୍ନରେ ପରଲୋକ ହୋଇଯାଇଛି ସୂଚନା ମୁତାବକ ଦୀର୍ଘଦିନ ହେଲା ଅସୁସ୍ଥ ଥିବା ଶ୍ରୀନେପାକ ସାମ୍ବାଦିକତା ପେଶାରୁ ଦୂରେଇ ରହିଥିଲେ ସେ ବାଉଁଶୁଣୀ ଅଞ୍ଚଳରେ ଜଣେ ଜଣାଶୁଣା ସାମ୍ବାଦିକ ଭାବରେ ପରିଚିତ ଥିବାବେଳେ ବିଭିନ୍ନ ଗଣମାଧ୍ୟମ ପାଇଁ କାର୍ଯ୍ୟ କରିଥିଲେ ଗତକାଲି ମଧ୍ୟାହ୍ନରେ ଖାଇସାରି ବିଶ୍ରାମ କରିବାକୁ ଯାଉଥିବାବେଳେ ହଠାତ୍ଅସୁସ୍ଥ ଅନୁଭବ କରି ପତ୍ନୀଙ୍କୁ ଡାକିଥିଲେ ପତ୍ନୀ ତାଙ୍କ ନିକଟରେ ପହଞ୍ଚିବାପରେ ତାଙ୍କର ପରଲୋକ ହୋଇଯାଇଥିଲା ଜନାର୍ଦ୍ଦନଙ୍କ ବିୟୋଗରେ ଜିଲାର ସାମ୍ବାଦିକ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି ଅନେକ ଶୁଭେଚ୍ଛୁ ଜନାର୍ଦ୍ଦନଙ୍କ ବାଉଁଶୁଣୀ ବାସଭବନରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଥିଲେ ଗ୍ରାମର ଶ୍ମସାନଘାଟରେ ତାଙ୍କର ଅନ୍ତ୍ୟେଷ୍ଟି ସମାପନ ହୋଇଥିବାବେଳେ ପୁତ୍ର ଦେବାଶିଷ ନେପାକ ମୁଖାଗ୍ନି ପ୍ରଦାନ କରିଥିଲେ

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories