ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବୌଦ୍ଧ: ବୌଦ୍ଧ ରକ୍ତଭଣ୍ଡାର ଠାରେ ଆଜି ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଶିବିରରେ ତୀରନ୍ଦାଜ ପ୍ରଶିକ୍ଷକ କୃଷ୍ଣଚନ୍ଦ୍ର ସେଠୀ, ଆଇଆରବି କର୍ମଚାରୀ ଗୌରାଙ୍ଗ ଚନ୍ଦ୍ର ପାଣ୍ଡେ, ସମ୍ବିତ ପଟ୍ଟନାୟକ, ଚୈତନ୍ୟ ଥାଟ୍ଟି, ସତ୍ୟଜିତ ମହାପାତ୍ର ପ୍ରମୁଖ ରକ୍ତଦାନ କରିଥିଲେ। ଏଥିରେ ଡାକ୍ତରଖାନା କର୍ମଚାରୀ ଚତ୍ରୃଭୂଜ ବାରିକ, ଋତୁମ୍ବରା ସାହୁ ପ୍ରମୁଖ ସହଯୋଗ କରିଥିଲେ।

kalyan agarbati

Comments are closed.