ବଲାଙ୍ଗିର: ସ୍ଥାନୀୟ ବରପାଲି ପଡା ରାଜା ସମାଧି ପାଖରେ ଓମ ପ୍ରସାଦ ଜେନା ଏସକାଫ ସିରପ ବିକ୍ରି କରୁଥିଲେ। ବଲାଙ୍ଗିର ଟାଉନ ପୁଲିସ ଚଢଉ ଚରି ୪ଶହ ସିଲ ଥିବା ଏସକାଫ ବୋତଲ, ନିଶା ବଟିକା ସହ ୯୨ହଜାର ଟଙ୍କା ଜବତ କରିଛି। ତେବେ ୧୮ ବର୍ଷୀୟ ଓମ୍ ପ୍ରସାଦ ନୁହେଁ, ତାଙ୍କ ବାପା ପ୍ରଶାନ୍ତ ଜେନା ବେପାର କରୁଥିବା ପୁଲିସ ଜାଣିବାକୁ ପାଇଥିଲା। ଅଭିଯୁକ୍ତ ବାପା ପ୍ରଶାନ୍ତଙ୍କୁ ପୁଲିସ କୋର୍ଟ ଚାଲାଣ କରାଯାଇଥିବା ଏସଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି।
Popular Categories



