ଓଡ଼ିଶା ରାଜ୍ୟ ମୁକ୍ତ ବ଼ିଶ୍ୱବ଼ିଦ୍ୟାଳୟ ପକ୍ଷରୁ ରକ୍ତଦାନ ଶ଼ିବ଼ିର

ଓଡ଼ିଶା ରାଜ୍ୟ ମୁକ୍ତ ବ଼ିଶ୍ୱବ଼ିଦ୍ୟାଳୟ ପକ୍ଷରୁ ରକ୍ତଦାନ ଶ଼ିବ଼ିର ଅନୁଷ୍ଠିତ ହୋଇଯାଇଛ଼ି। ପୁରାତନ ଛାତ୍ର ସଂଗଠନ ‘ମୋ କଲେଜ ଅଭିଯାନ’ ପକ୍ଷରୁ ଏହି ଶ଼ିବ଼ିର ଆୟୋଜିତ ହୋଇଥିଲା।
ଓଡ଼ିଶା ରାଜ୍ୟ ମୁକ୍ତ ବ଼ିଶ୍ୱବ଼ିଦ୍ୟାଳୟ ମୁଖ୍ୟ କାଯ୍ୟାଳୟ ପର଼ିସରରେ ଅନୁଷ୍ଠିତ ଏହି ଶ଼ିବ଼ିରରେ ବ଼ିଶ୍ୱବ଼ିଦ୍ୟାଳୟର କୁଳପତ଼ି ପ୍ରଫେସର ଡକ୍ଟର ଅର୍କ କୁମାର ଦାସ ମହାପାତ୍ର ଏହାକୁ ଉଦଘାଟନ କରିଥିଲେ । ସମ୍ବଲପୁର ଜିଲ୍ଲା ମୁଖ୍ୟ ଚ଼ିକ଼ିତ୍ସାଳୟର ଡାକ୍ତର କଳ୍ପେଶ କକ୍କରଙ୍କ ତତ୍ତ୍ୱାବଧାନରେ ଏକ ଡାକ୍ତରୀ ଦଳ ଏହାକୁ ପରିଚାଳନା କରିଥିଲେ।

prayash

ବ଼ିଶ୍ୱବ଼ିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପ଼ିକା, କର୍ମଚାରୀ ଓ ବହୁ ସଂଖ୍ୟାରେ ଛାତ୍ର-ଛାତ୍ରୀମାନେ ଉତ୍ସାହର ସହ ରକ୍ତଦାନ କର଼ି କାର୍ଯ୍ୟକ୍ରମକୁ ସଫଳ କର଼ିଥିଲେ। ସମୁଦାୟ ୧୦୦ ୟୁନ଼ିଟ୍ ରକ୍ତ ସଂଗୃହିତ ହୋଇଥିଲା । କୁଳସଚିବ ଡକ୍ଟର  ମାନସ ରଞ୍ଜନ ପୁଜାରୀ,ବ଼ିତ୍ତ ନ଼ିୟନ୍ତ୍ରକ ଶ୍ରୀ ନଳ଼ିନୀ ରଞ୍ଜନ ଷଡଙ୍ଗୀ, ପ୍ରଶାସନ଼ିକ ଅଧିକାରୀ ଡକ୍ଟର ନରେନ୍ଦ୍ର ମ଼ିଶ୍ର, ବ଼ିଭାଗ ଅଧିକାରୀ ପ୍ରତାପ ପଣ୍ତା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କର଼ିଥିଲେ।

kalyan agarbati

Comments are closed.