ଭୁବନେଶ୍ୱର: ଜିଲ୍ଲା ସଭାପତିଙ୍କ ସୁପାରିଶ ଏବଂ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଦଳ ବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ କୋରାପୁଟ ଜିଲ୍ଲା ସୁନାବେଡା ପୌରପରିଷଦ ମଣ୍ଡଳ ସଭାପତି ରମାକାନ୍ତ ସାହୁ, ସଦସ୍ୟ ମନୋଜ କୁମାର ସାହାଣୀ ଏବଂ ଟି. କାମେଶ୍ୱର ପାତ୍ରଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରାଯାଇଥିବା ଜଣାପଡିଛି।
Popular Categories



