BJD Bijuli 480×75 Mob

ବିଜେପିର ଇସ୍ତାହାର ପତ୍ର ପ୍ରସ୍ତୁତି ବୈଠକ

BJD Bijuli 480×75 Mob
0

ନୂଆଦିଲ୍ଲୀ : ନିର୍ବାଚନ କମିଶନ ଦେଶରେ ନିର୍ବାଚନ ବିଗୁଲ ବଜାଇବା ପରେ ସମସ୍ତ ରାଜନୈତିକ ଦଳ ମାନଙ୍କ ମଧ୍ୟରେ ତତ୍ପରତା ଦେଖିବାକୁ ମିଳୁଛି। ଟିକେଟ ପାଇବା ପାଇଁ ନୂଆ ପୂରୁଣା ଚେହେରାଙ୍କ ଭିଡ ଦେଖିବାକୁ ମିଳୁଛି। ଏଥିମଧ୍ୟରେ ବିଜେପି ନିଜର ଇସ୍ତାହାର ପତ୍ର ପ୍ରସ୍ତୁତି ପାଇଁ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି।
ସେହିପରି କଂଗ୍ରେସ ମଙ୍ଗଳବାର ଗୁଜରାଟରେ ସିଡବ୍ଲ୍ୟୁସି ବୈଠକ ଅନୁଷ୍ଠିତ ହୋଇଛି।

Leave A Reply