ସବୁ ବିଜେଡି କର୍ପୋରେଟର ଏକାଠି ଅଛନ୍ତି- ମେୟର
ଭୁବନେଶ୍ୱର: ବିଜେଡି କର୍ପୋରେଟର ବିବାଦ ନେଇ ଚର୍ଚ୍ଚା ଭିତରେ ଆଜି ମୁହଁ ଖୋଲିଛନ୍ତି ମେୟର ସୁଲୋଚନା ଦାସ । ସେ କହିଛନ୍ତି ୫୭ଜଣ କର୍ପୋରେଟର ସମସ୍ତେ ଏକାଠି ଅଛୁ । ସବୁ ବିଜେଡି କର୍ପୋରେଟର ଏକାଠି ଅଛନ୍ତି । ଯେଉଁମାନେ ବିଭୀଷଣ କଥା କହୁଛନ୍ତି ସେକଥା ସେମାନେ କହିପାରିବେ । କାହାର ବ୍ୟକ୍ତିଗତ ରାଗରୁଷା ରହିଛି ସେ ମୁଁ କହିପାରିବି ନାହିଁ ବୋଲି ମେୟର କହିଛନ୍ତି ।P
Comments are closed.