www.samajalive.in
Sunday, December 14, 2025
15.1 C
Bhubaneswar

ଜାପାନରେ ଏବେ ଚାଲିଛି ଭୟାନକ ବର୍ଡ ଫ୍ଲୁ- କୁକୁଡାଙ୍କୁ ପୋତିବା ପାଇଁ ମିଳୁନି ଯାଗା

ଟୋକିଓ- ଜାପାନରେ ଏବେ ଭୟାନକ ବର୍ଡ ଫ୍ଲୁ ଦେଖାଦେଇଛି । ଏବେ ଜାପାନ ସରକାର ସଂକ୍ରମତି କୁକୁଡାଙ୍କୁ ପୋତି ଦେଉଛନ୍ତି । ଜାପାନରେ ପ୍ରାୟ ଦେଢ କୋଟି କୁକୁଡାଙ୍କୁ ପୋତି ଦିଆଯାଇଛି । ଏହା ଜାପାନରେ ସର୍ବକାଳୀନ ରେକର୍ଡ ।

ଜାପାନର କୃଷି ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଗତ ବର୍ଷ ମଧ୍ୟ ଏହି ସମୟରେ ଜାପାନରେ ବର୍ଡଫ୍ଲୁ ବ୍ୟାପିଥିଲା । ସେହି ସମୟରେ ୯୮୭ ଲକ୍ଷ କୁକୁଡାଙ୍କୁ ନଷ୍ଟ କରାଯାଇଥିଲା । ଚଳିତ ବର୍ଷ ୧.୪୭୮ କୋଟି କୁକୁଡାଙ୍କୁ ପୋତାଯାଇଛି । ଏହା ଗତ ବର୍ଷ ଠାରୁ ପ୍ରାୟ ୫୦ ପ୍ରତିଶତ ଅଧିକ ବୋଲି ଜାପାନ କୃଷି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

- Advertisement -

ଜାପାନରେ ବର୍ଡଫ୍ଲୁ ସହ କୋଭିଡ୍‌ ସଂକ୍ରମଣ ମଧ୍ୟ ବୃଦ୍ଧି ପାଇଛି । ସଂକ୍ରମଣ ରୋକିବା ପାଇଁ ଜାପାନ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories