www.samajalive.in
Sunday, December 14, 2025
14.1 C
Bhubaneswar

ବେଲୁନ୍‌ ଗିଳି ଦେବାରୁ ୯ ବର୍ଷ ବୟସ୍କ ବାଳକର ମୃତ୍ୟୁ

କୋଚି – କେରଳର ବଳରାମ୍‌ପୁରମ୍‌ରେ ଘଟିଛି ଏକ ଅଭାବନୀୟ ଘଟଣା । ଖେଳୁଥିବା ବେଳେ ବେଲୁନ୍‌ ଗିଳିଦେବାରୁ ଜଣେ ୯ ବର୍ଷ ବୟସ୍କ ବାଳକ ମୃତ୍ୟୁ ଘଟିଛି । ମୃତ ବାଳକର ନାମ ଆଦିତ୍ୟନ ବୋଲି ଜଣାପଡିଛି । କେରଳ ବଳରାମପୁରମ୍‌ ଆନ୍ଥିୟୁର ନିକଟବର୍ତ୍ତୀକାଲୁମୁଡୁରେ ଏହି ବାଳକର ଘର ।

ବଳରାମପୁର ଅଞ୍ଚଳରେ ୯ ବର୍ଷିୟ ଆଦିତ୍ୟନ୍‌ ବେଲୁନ୍‌ ସହ ଖେଳୁଥିଲା । ଏଥିରେ ପବନ ଫୁଙ୍କିବା ସମୟରେ କୌଣସି କାରଣରୁ ଏହାକୁ ଗିଳି ଦେଇଥିଲା । ପିଲାଟି ଶ୍ୱାସ କ୍ରିୟାରେ ଅସୁବିଦା ହେଉଥିବା ତା ମା ପ୍ରଥମେ ଦେଖିଥିଲେ । ବେଲୁନ୍‌ ଗିଳିଦେଇଥିବା ଜାଣିବା ପରେ ତୁରନ୍ତ ଡାକ୍ତରଖାନାକୁ ନେଇଥିଲେ ।

- Advertisement -

ଡାକ୍ତର ବାଳକକୁ ଭେଣ୍ଟିଲେଟର୍‌ରେ ରଖିବା ସହ ବେଲୁନ୍‌କୁ ଶ୍ୱାସନଳୀରୁ କାଢି ଦେଇଥିଲେ । ହେଲେ ବାଳକଟିର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତ ମାସରେ କୋଲକାତରେ ସମାନ ଘଟଣା ଘଟିଥିଲା । ଏକ ଖାଲି ବା ଫୁଲି ନଥିବା ବେଲୁନ୍‌ ଗିଳିଦେବାରୁ ୩ ବର୍ଷ ବୟସର ବାଳକ ବା ଶିଶୁର ମୃତ୍ୟୁ ହୋଇଥିଲା । ଏହି ବେଲୁନ୍‌ଟୁ ଶ୍ୱାସ ନଳୀରେ ଅଟକି ଯାଇଥିଲା । ତାକୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲେ ମଧଧ୍ୟ ଶିଶୁଟିର ମୃତ୍ୟୁ ହୋଇଥିଲା

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories