www.samajalive.in
Sunday, December 14, 2025
14.1 C
Bhubaneswar

ବାୟୁ ପ୍ରଦୁଷଣ ଯୋଗୁଁ କମୁଛି କୋଭିଡ୍‌ ଟିକାର ପ୍ରଭାବ

ନୂଆଦିଲ୍ଲୀ – ବାୟୁ ପ୍ରଦୁଷଣ ଯୋଗୁଁ କୋଭିଡ୍‌ ଟିକାର ପ୍ରଭାର ହ୍ରାସ ପାଉଥିବା ଏକ ଗବେଷଣାରୁ ଜଣା ପଡିଛି । ବାୟୁ ପ୍ରଦୁଷଣ ଯୋଗୁଁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଉଛି । କୋଭିଡ୍‌ ଟିକାରେ ଆଣ୍ଟିବଡି ପ୍ରସ୍ତୁତ କରୁଥିବା ପ୍ରକ୍ରିୟାକୁ ଏହା ପ୍ରଭାବିତ କରୁଥିବା ସ୍ପଷ୍ଟ ହୋଇଛି । ପିଏମ୍‌୨.୫ ସହ ନାଇଟ୍ରୋଜେନ୍‌ ଡାଇ ଅକ୍ସସାଇଡ୍‌ ଏବଂ ବ୍ଲାକ୍‌ କାର୍ବନ ବା ଅଙ୍ଗାରକାମ୍ଳ ଯୋଗୁଁ ଆଣ୍ଟିବଡି ତିଆରି ହେବା ପ୍ରାୟ ୧୦ ପ୍ରତିଶତ ହ୍ରାସ ପାଉଛି ।

ଆଇଜିଏମ୍‌ ଏବଂ ଆଇଜିଜି ଆଣ୍ଟିବଡି ବୃଦ୍ଧି ପାଇବାରେ ଏହା ପ୍ରଭାବ ପକାଉଥିବା ଏହି ଗବେଷଣାରୁ ତଥ୍ୟ ଉପଲବ୍ଧ ହୋଇଛି ।

- Advertisement -

ଏହି ଗବେଷଣା ଜର୍ଣ୍ଣାଲ୍‌ ଅଫ୍‌ ହେଲ୍ଥ୍‌ ପରସ୍‌ସ୍ପେକ୍ଟିଭ୍‌ରେ ପ୍ରକାଶିତ ହୋଇଛି । ମଣିଷରୁ ସ୍ୱାସ୍ଥ୍ୟ ଉପରେ ବାୟୁ ପ୍ରଦୁଷଣର ବହୁ ଖରାପ ପ୍ରଭାବ ପଡୁଥିବା ଏଥିରେ ଦର୍ଶାଯାଇଛି ।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories